କରୋନା ନେଲା କ୍ରିକେଟ ଖେଳାଳି ଚେତନ ଚୌହାନଙ୍କ ୱିକେଟ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଚେତନ ଚୌହାନ ଆଉ ନାହାନ୍ତି। କରୋନା ମହାମାରୀ ବିରୋଧରେ ଲଢ଼େଇ କରି ଶେଷରେ ହାର୍‌ ମାନିଗଲେ ଚୌହାନ। ଗତମାସରୁ ଚିକିତ୍ସିତ ହେଉଥିବା ୭୩ ବର୍ଷ ବୟସ୍କ ଚୌହାନଙ୍କର ରବିବାର ପରଲୋକ ଘଟିଛି। ସେ କେବଳ ଜଣେ ପୂର୍ବତନ କ୍ରିକେଟ ଖେଳାଳି ନ ଥିଲେ, ସକ୍ରିୟ ରାଜନୀତିରେ ଯୋଗ ଦେଇ ମଧ୍ୟ ସଫଳ ହୋଇଥିଲେ। ସଂପ୍ରତି ସେ ଉତ୍ତର ପ୍ରଦେଶ … Continue reading କରୋନା ନେଲା କ୍ରିକେଟ ଖେଳାଳି ଚେତନ ଚୌହାନଙ୍କ ୱିକେଟ